ପହଡ଼ିବା
(ପହୁଡ଼ିବା—ଅନ୍ୟୂରୂପ)
ପହୁଡ଼ି ଥିଲେ ଜଣା ନ ଗଲା ମୋତେ ବୀଣା ଆକାପେ ଲଗାଇଲି ଗେଲେ ଲୟ— କବିସୂର୍ଯ୍ୟ. ସଙ୍ଗୀତ