Jump to content

ପହଣ୍ଡ

ଉଇକିଅଭିଧାନ‌ରୁ

ପହଣ୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଦ୍ଦଣ୍ଡ ବା ପଦ ଓ ହୁଣ୍ଡନ=ଗତି; ସଂସ୍କୃତ - ପାଦଦଣ୍ଡ; ପ୍ରା. ପ୍ରାୟଡଣ୍ଡ; ପାଲୀ. ପାଖଣ୍ଡନ)

[ସମ୍ପାଦନା]
୧. ପାଦ; ପାହୁଣ୍ଡ; ପାଦକ୍ଷେପ —୧. Step; footstep.

ଯାଅ କେତେ ପହଣ୍ଡ ଧରି ମୋତେ ବୀର—କୃଷ୍ଣସିଂହ. ମହାଭାରତ ବନ

୨. ଚାଲିବା ସମୟରେ ଦୁଇପାଦ ମଧ୍ୟସ୍ଥ ସ୍ଥାନ — ୨. Pace; the space between the two steps of a person walking.
୩. ଇରୁଣ୍ଡିବନ୍ଧ —୩. The ground piece of a door-frame.
୪. ସରୁ ପିଣ୍ଡା —୪. Portico; narrow veranda.
୫. ଚାଲିବା —୫. Walking.