ପହଣ୍ଡ ପକେଇବା
ଦେଖଣା
ପହଣ୍ଡ ପକେଇବା
ଉଚ୍ଚାରଣ
[ସମ୍ପାଦନା][ପହଣ୍ଡି ପକା(କେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପାଦକ୍ଷେପ କରି ଚାଲିବା — ୧. To walk step by step; to step.
ବନକୁ ଯିବା ପାଇଁ ଆଗକୁ ପହଣ୍ଡ ପକାଇଲେ ଛାଡ଼ି ଆପଣା ରାଜ୍ୟଖଣ୍ଡ କୃଷ୍ଣସିଂହ ମହାଭାରତ ସଭା
- ୨. ଧୀରେ ଧୀରେ ଚାଲିବା —୨. To walk slowly.
ଗଣି ଗଣି କରି ପହଣ୍ଡ ପକାଇଲେ—କୃଷ୍ଣସିଂହ, ମହାଭାରତ ବନ