ପହଣ୍ଡ ମଣା
(ପହଣ୍ଡ ମଣାଣ—ଅନ୍ୟରୂପ)
ରାଜା ବା ଦେବତାଙ୍କ ପହଣ୍ଡି ବିଜେ ସମୟରେ ଜଣେ ସେବକ ଆଗେ ଆଗେ ଚାଲି ବାଟ କଢ଼ାଇବା କର୍ମ —Act of leading the way.