Jump to content

ପହଣ୍ଡ ମଣାଯିବା

ଉଇକିଅଭିଧାନ‌ରୁ

ପହଣ୍ଡ ମଣାଯିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ପହଣ୍ଡ ମଣାଇବାର କର୍ମବାଚ୍ୟରୂପ)

[ସମ୍ପାଦନା]

ଅନ୍ୟଦ୍ୱାରା ବାଟ କଢ଼ାଇବା କର୍ମ ସମ୍ପାଦିତ ହେବା —Being led by another while walking.

ଲକୁଚ କୁଚାରେ ନୃପ ଉପଚାରେ ଏ ପଦ ପହଣ୍ଡ ମଣାଯିବା— କବିସୂର୍ଯ୍ୟ—ସଙ୍ଗୀତ