ପହଣ୍ଡ ମଣେଇବା
ଦେଖଣା
ପହଣ୍ଡ ମଣେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପହଣ୍ଡ ମଣେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ରାଜାମାନଙ୍କ ଚାଲିବା ଆଗରୁ ଜଣେ ଆଗୁଆ ଲୋକ ବାଟ କଢ଼ାଇବା — To lead the wa before Rajas walking.
[ଦ୍ରଷ୍ଟବ୍ୟ —ପହଣ୍ଡମଣାଇବା ଲୋକ ଆଗରେ ଯାଉଥିବାରୁ ବାଟର ସକଳ ଗୋଳମାଳ ବା ଅବସ୍ଥା କଥା ଚେତାଇ ରାଜାଆଦିଙ୍କୁ ସାବଧାନ କରିଦିଏ]
- ୨. ପଛରେ ଆସୁଥିବା ରାଜା ଆଦିଙ୍କୁ ବାଟ କଢ଼ାଇବାବେଳେ ବାଟ କଢ଼ାଳି 'ଏହି ବାଟେ ଆସନ୍ତୁ' ବୋଲି କହିବା — ୨. To utter words of cautioning about the way while leading the way.
ପାହୁଡ଼ ହୁଡ଼ନା ବୋଲିକି ପହଣ୍ଡ ମଣାଉଛି ବାରମ୍ୱାର— ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ