Jump to content

ପହର

ଉଇକିଅଭିଧାନ‌ରୁ

ପହର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରହର)

[ସମ୍ପାଦନା]

ପ୍ରହର; ଦିବସର ବା ରାତ୍ରିର ଚାରି ଭାଗରୁ ଏକ ଭାଗ ସମୟ; ଚାରି ଘଡ଼ି; ଯାମ; ତିନି ଘଣ୍ଟା — A watch of ୩ hours; a period of about three hours.

ପ୍ରାଦେଶିକ - (ଜାଶପୁର) ବିଶେଷ୍ୟ -

[ସମ୍ପାଦନା]

ସମୟ —Time.