Jump to content

ପହରଣ

ଉଇକିଅଭିଧାନ‌ରୁ

ପହରଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପ୍ରବରଣ; ପରିଧାନ)

[ସମ୍ପାଦନା]
୧. ବସ୍ତ୍ରାଦି ପରିଧାନ — ୧. Putting on; wearing of cloth.
୨. ପୋଷାକ; ପରିଚ୍ଛଦ — ୨. Dress; raiments.

(ଯଥା—ଆମ ବାବୁମାନେ ସାହେବୀ ପହରଣକୁ ଭାରି ସୁଖ ପାଉ ଅଛନ୍ତି)

୩. ଲୁଗା ପିନ୍ଧିବାର ଢଙ୍ଗ ବା ଢ଼ାଞ୍ଚା ୩. Mode or fashoin of putting on dress.

ପହରଣ ସମସ୍ତଙ୍କର ଏକ, ଛୋଟିଆ ମଇଳା, ଚିରକୂଟକିରା ଖଣ୍ଡେ ଲୁଗା— ଫକୀରମୋହନ. ଗଳ୍ପସ୍ୱଳ୍ପ