Jump to content

ପହରିକିଆ ତରା

ଉଇକିଅଭିଧାନ‌ରୁ

ପହରିକିଆ ତରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାତି ପ୍ରହରକଠାରେ ପଶ୍ଚିମରେ ବୁଡ଼ିଯିବା ଶୁକ୍ର ଗ୍ରହ; ରାତିର ପ୍ରଥମ ପହର ପର୍ଯ୍ୟନ୍ତ ଯେଉଁ ତାରା ଉଜ୍ଜ୍ୱଳରୂପେ ଦେଖା ଦେଇ ପଶ୍ଚିମରେ ଡୁବିଯାଏ —The Evening star; the Hesperus; Venus.

[ଦ୍ରଷ୍ଟବ୍ୟ —ଏହି ପହରିକିଆ ତାରା ପ୍ରକୃତରେ ତାରା ନୁହେଁ; ଏହା ଗୋଟିଏ ଗ୍ରହ ଓ ଏହା ପୁଣି ପାହାନ୍ତି ତରା ରୂପେ କେତେଦିନ ପାହାନ୍ତିଆରେ ପୂର୍ବ ଦିଗରେ ଦେଖାଯାଏ]