Jump to content

ପହରିବା

ଉଇକିଅଭିଧାନ‌ରୁ

ପହରିବା

ଉଚ୍ଚାରଣ

[ସମ୍ପାଦନା]

(ପହଁରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଝାଡ଼ୁ କରିବା; ଓଳାଇବା — ୧. To sweep.
୨. (ସଂସ୍କୃତ - ପ୍ଳବ୍ ଧାତୁ) ସନ୍ତରଣ କରିବା — ୨. To swim.

କି ଅବା ପହଁରୁ ଥିଲେ ସେ ରସିକ—ରସିକା ସୁହାଗରରେ—ରାଧାନାଥ. ଯଯାତି

୩. ଜଳ ଉପରେ ଭାସିବା —୩. To float on the surface of the water.
୪. ପହରଣ କରିବା; ପିନ୍ଧିବା (ଲୁଗା ଓ ପୋଷାକ ଆଦି) — ୪. To put on or wear (clothes)

ଭାଉତେ ସରୁ ଯାମା ଅଙ୍ଗରେ ପହରି ସିତାର ତେଶେ ସେଲି ଅଛନ୍ତି ବେକେ ଭରି କୃଷ୍ଣସିଂହ. ମହାଭାରତ ଆଦି