Jump to content

ପହଲା

ଉଇକିଅଭିଧାନ‌ରୁ

ପହଲା

ଉଚ୍ଚାରଣ

[ସମ୍ପାଦନା]

(ପହଲି, ପହଲୁ—ଆଦରାର୍ଥକ ଡାକ ନାମ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ହାତକୁ ହଲାଇ ସଗର୍ବ ଚାଲି — ୧. Walking in a proud manner by hanging one's hands; strutting.
୨. (ସଂସ୍କୃତ - ପ୍ରହ୍ଲାଦ) ପ୍ରହ୍ଲାଦ ନାମକ ବ୍ୟକ୍ତିର ଅନାଦରାର୍ଥକ ଡ଼ାକ ନାମ —୨. The name by which a person named Prahlāda is called.