ପହଲେ ଇବା
ଦେଖଣା
ପହଲେ ଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗର୍ବରେ ହାତ ଝୁଲାଇ ଚାଲିବା — ୧. To strut.
ପୁଣି ଚଳାଇ ପହଲାଇ, ଆଗେ ହୋଇଲେ ଭାବଗ୍ରାହୀ ଜଗନ୍ନାଥ. ଭାଗବତ
- ୨. ଉଣ୍ଡାଇବା; ଭୁଲାଇବା; ଫୁସୁଲାଇବା — ୨. To hoodwink a person by oily words.
- ୩. ବାଆଁ ରେଇ ହୋଇ କଥାକୁ ଭୃକ୍ଷେପ ନ କରିବା — To feign not to hear what a person is speaking.