ପହଳି
ଦେଖଣା
ପହଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପହଳି
|
(ଯଥା—ଦନେଇ ଦାସଙ୍କ ପହଳି)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରହେଳିକା)
[ସମ୍ପାଦନା]- ୧. ଢଗ — ୧. Popular saying.
- ୨. ପ୍ରବଚନ; ପ୍ରବାଦ ବାକ୍ୟ — ୨. Proverb.
- ୩. ପଦ ମିଳା ଯାଇଥିବା ପ୍ରବଚନ — ୩. Rhyming proverb.
- ୪. ପ୍ରହେଳିକା; ନାଆଁଦିଆ —୪. Riddle.
- ୫. ପଦ୍ୟରେ କଥିତ ପ୍ରହେଳିକା — ୫. Squib or gibe in rhyme.
- ୬. ବ୍ୟଙ୍ଗୋକ୍ତି —୬. Irony; innuendo; ironical sentences; covert attacks in rhyme.