ପହିତ
ଦେଖଣା
ପହିତ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - (ଅପି=ସମ୍ପୁର୍ଣରୁପେ+ଧା ଧାତୁ+କର୍ମ. ତ; ଅପି ଉପସର୍ଗରେ ଅଲୋପ)
- ୧. ଆଚ୍ଛାଦିତ; ଆବୃତ — ୧. Covered over.
ଛାର ଭାଗ୍ୟ ଲୋର ପିହଳ ପାଷାଣେ ମୋ ଜୀବନ ଗଡା ଅନ୍ୟ ଉପାଦାନେ, ରାଧାନାଥ—ଚିଲିକା
- ୨. କୋଷଗତ —୨. Ensheathed.
- ୩. ଲୁକ୍କାୟିତ —୩. Concealed; hiddden.
- ୪. ତିରୋହିତ —୪. Disappeared; vanished.