Jump to content

ପହିଲି ଭୋଗ

ଉଇକିଅଭିଧାନ‌ରୁ

ପହିଲି ଭୋଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଇଲି ଭୋଗ; ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳେ ଦେବତାଙ୍କ ନିକଟରେ ହେବ ପିଠା ଓ ଖେଚାଡ଼ି ଆଦି ଭୋଗ — Offering of sweets to a Deity in the morning during the month of Dhanu or P&aline;&uline;sha.