ପହ୍ନା
ଦେଖଣା
ପହ୍ନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ପ୍ରସ୍ମବ)—ଗୋ ଆଦି ପଶୁଙ୍କ ସ୍ତନ — ୧. The udder of cows and other beasts.
- ୨. (ସଂସ୍କୃତ - ପରିଣାହ) ଲୁଗାର ପ୍ରସ୍ଥ — ୨. The breadth of cloth.
ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ପ୍ରପାନକ)
[ସମ୍ପାଦନା]ଆଖୁ ଦୋରୁଅ — Sugarcane juice.
ପହ୍ନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଆପୀନ)
[ସମ୍ପାଦନା]- ୧. ପନା; ଗୋରୁପ୍ରଭୃତିଙ୍କ ସ୍ତନ — ୧. Udder of cows and other female beasts.
ଦୁଧ ପିଇ ବାଛୁରୀ ଯେବେ ପହ୍ନା ଛାଡ଼େ କୃଷ୍ଣସିଂହ, ମହାଭାରତ ଆଦି
- ୨. ଘୋଡ଼ାର ଲଗାମରେ ଲାଗିଥିବା ଚମଡ଼ାପଟୀ — ୨. A leather strip attached to a reins of a horse.
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ମାଛ ଜାଆଁଳ — The fry o fishes.
ବୈଦେଶିକ - ବିଶେଷ୍ୟ - (ଫାରାସୀ - ପହ୍ନାହ୍)
[ସମ୍ପାଦନା]ଲୁଗାର ଓସାର — The breadth of a cloth.