ପହ୍ଲା
କୁଡ଼ିଆ — Hut; cottage.
[ଦ୍ରଷ୍ଟବ୍ୟ — ଧାନ କ୍ଷେତ, ମାଛମରା ବାଡ଼ ଆଦି ରାତିରେ ଜଗିବା, ଲୋକ ଆଶ୍ରୟ ନେବା ପାଇଁ ଯେଉଁ କୁଡ଼ିଆ ଘର ତିଆରି ହୋଇଥାଏ ତାହାକୁ ପହ୍ଲା କହନ୍ତି]
ତଳି —Seedling.