Jump to content

ପ଼ଞ୍ଚଶବ୍ଦ

ଉଇକିଅଭିଧାନ‌ରୁ

ପ଼ଞ୍ଚଶବ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମଙ୍ଗଳ କାର୍ଯ୍ୟରେ ବାଦିତ ୫ ପ୍ରକାର ବାଦ୍ୟର ଶବ୍ଦ (ଯଥା—ତନ୍ତ୍ରୀ, ତାଳ, ଝାଂଜ, ନାଗରା ଓ ତୁରୀ) —୧. The sounds of ୫ musical instruments sounded on festive occasions.
୨. (ବ୍ୟାକରଣ) ସୂତ୍ର, ବାର୍ତ୍ତିକ, ଭାଷ୍ୟ, କୋଷ ଓ ମହାକବି ପ୍ରୟୋଗ ନାମକ ପାଞ୍ଚପ୍ରକାର ଶବ୍ଦ —୨. (grammar) The classification of words into ୫ classes.
୩. ବେଦଧ୍ୱନି, ବନ୍ଦୀଧ୍ୱନି, ଜୟଧ୍ୱନୀ, ଶଂଖଧ୍ୱନି ଓ ବାଦ୍ୟଧ୍ୱନି — ୩. Five kinds of sounds produced by men.