Jump to content

ପାଁୟେଶ

ଉଇକିଅଭିଧାନ‌ରୁ

ପାଁୟେଶ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପ୍ରାଚୀନ ପଦ୍ୟ)ବିଶେଷ୍ୟ - (ସଂସ୍କୃତ - ପାଶୁ)

[ସମ୍ପାଦନା]

ପାଉଁଶ — Ashes.

(ପାୟେଁଶ, ପାଏଁଶ—ଅନ୍ୟରୂପ)

ଦାହ ସୁବର୍ଣ୍ଣ ଶରୀର, ପାୟେଁଶ ଘେନିଛି କର ମନିଙ୍କ କରେ ସେ ଦେଲେ, ଅଦୃଶ୍ୟ ହେଲେ ଯେ— ବିଶ୍ୱନାଥ—ବିଚିତ୍ରରାମାୟଣ