Jump to content

ପାଂକ୍ତ

ଉଇକିଅଭିଧାନ‌ରୁ

ପାଂକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପଂକ୍ତି+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ଶ୍ରେଣୀବଦ୍ଧ; ପଂକ୍ତି— ବଦ୍ଧ —୧. Arranged or set in a row or rows.
୨. ପଂକ୍ତି ବା ସମାଜ ସମ୍ୱନ୍ଧୀୟ — ୨. Social; relating to society.
୩. ସାମାଜିକ ଭୋଜୀ ବା ପଂକ୍ତିଭୋଜନ ସମ୍ୱନ୍ଧୀୟ — ୩. Relating to caste dinner.