ପାଂକ୍ତେୟ
ପାଂକ୍ତ (ଦେଖ) - — Pāṁkta. (See)
ସାମାଜିକ ଭୋଜୀରେ ଏକ ପଂକ୍ତିରେ ବସି ଭୋଜନ କରିବାର ଅଧିକାରୀ —Entitled to dine in one with other caste- people.