Jump to content

ପାଂଶନ

ଉଇକିଅଭିଧାନ‌ରୁ

ପାଂଶନ

ଉଚ୍ଚାରଣ

[ସମ୍ପାଦନା]
(ପାଂଶନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପନ୍ଶ୍ ଧାତୁ=ବିନାଶ କରିବା+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଯେ ନାଶ କରେ; ବିନାଶକ — ୧. Destructive; ruinous.
୨. ଦୂଷଣ କାରୀ —୨. Staining; bringing down stigma on a person.

[ଦ୍ରଷ୍ଟବ୍ୟ —ଅନ୍ୟଶବ୍ଦ ସଙ୍ଗେ ବ୍ୟବହୃତ, ଯଥା—କୁଳ ପାଂଶନ ପୁତ୍ର]