ପାଂଶୁକୀ
ଦେଖଣା
ପାଂଶୁକୀ
ଉଚ୍ଚାରଣ
[ସମ୍ପାଦନା](ପଂସୁକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପାଂଶୁକ+ସ୍ତ୍ରୀ ଈ)
[ସମ୍ପାଦନା]- ୧. ଅସତୀ ସ୍ତ୍ରୀ — ୧. An unchaste woman.
- ୨. ରଜସ୍ୱଳା ବା ଋତୁମତୀ ସ୍ତ୍ରୀ; ରଜୋବତୀ ସ୍ତ୍ରୀ —୨. A woman in her menses; menstruous woman.
- ୩. ପିତୃକୁଳ ବା ସ୍ୱାମିକୁଳରେ କଳଙ୍ଗ ଲଗାଇବା ସ୍ତ୍ରୀ — ୩. A woman who brings stain on her husband's or father's family.
- ୪. ପୃଥିବୀ —୪. The earth.
- ୫. କେତକୀ ବା କିଆଫୁଲ;(ଯଥା—ଏଥିର କେଶର ରଜଃ— ପୂର୍ଣ୍ଣ ଥିବାରୁ) —୫୪. Pandanus Odoratissimus. (flower).
- ୬. ଦୁଶ୍ଚରିତ୍ରା ସ୍ତ୍ରୀ —୬. A licentious woman (M.W.)