ପାଂଶୁକୁଳ
ଦେଖଣା
ପାଂଶୁକୁଳ
ଉଚ୍ଚାରଣ
[ସମ୍ପାଦନା]ପାଂଶୁକୂଳ, ପାଂସୁକୁ(କୂ)ଳଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସିଆଁ କନ୍ଥାଦ୍ୱାର ପ୍ରସ୍ତୁତ ବୌଦ୍ଧ ଭିକ୍ଷୁକମାନଙ୍କ ପରିଧେୟ ବସ୍ତ୍ର (ହିନ୍ଦୀ - ଶ) —୧. The cloth worn by buddhist ascetics consisting of rags sewn together.
- ୨. ଯେଉଁ ଦଲୀଲରେ ବିଶିଷ୍ଟ ପକ୍ଷଙ୍କ ନାମ ଲେଖାଯାଇ ନଥାଏ (ହିନ୍ଦୀ - ଶ.) —୨. A deed which does not mention the nameof the principal person; a legal document not made out in any particular person's name (M.W.)