ପାଂଶୁକୂଳ
ଦେଖଣା
ପାଂଶୁକୂଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଧୂଳିଗଦା; ଅଳିଆଗଦା — ୧. A dust heap.
- ୨. ପାଉଁଶ କୃଢ଼ (ଦେଖ) - —୨. Pāuñṡakuṟḍ̠ẖa (See)
- ୩. ବୌଦ୍ଧଭିକ୍ଷୁକମାନଙ୍କ ପରିଧେୟ ପାଇଁ ବ୍ୟବହୃତ ଚିରାକନା, ଯାହାକୁ ଅଳିଆଗଦାରୁ ଗୋଟିଆଯାଏ — ୩. A collection of rags out of a dust-heap used by Buddhist monks for their clothing. (M.W.)