ପାଂଶୁଳ
(ପାଂଶୁଳା—ସ୍ତ୍ରୀ)
ପାଂଶୁକ (ଦେଖ) - — Pāṁṡuka (See)
ସଚଳ ଲବଣ; ଶାମ୍ୱର ଲବଣ; (ହରେକୃଷ୍ଣ ଦ୍ରବ୍ୟଗୁଣ); ଲୁଣୀ ମାଟିରୁ ବାହାର କରାଯିବା ଲୁଣ — A kind of salt extracted from saline soil.