ପାଆ
ଦେଖଣା
ପାଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଆ
|
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ପଦ= ଚତୁର୍ଥାଂଶ. ପ୍ରା. ପାଆ)
[ସମ୍ପାଦନା]- ୧. ପଦ; ଚରଣ —୧. Leg.
ଦ୍ୱିତୀୟ ସଙ୍ଗ ଥିବାଯାଏ, ମନ ନ ପଶେ ତୋର ପାଏ— ଭୂପତି, ପ୍ରେମପଞ୍ଚାମୃତ
- ୨. ପାଦ —୨. Foot.
- ୩. ପାଦତଳ —୩. Sole of the foot.
- ୪. ଚତୁର୍ଥାଂଶ —୪. One fourth.
- ୫. ଏକ ସେରର ଚତୁର୍ଥାଂଶ —୫. One fourth of a Seer.
- ୬. ଏକ କ୍ରୋଶ ଦୂରତ୍ୱର ଏକ ଚତୁର୍ଥାଂଶ; ଅଧ ମାଇଲ — ୬. One fourth of a Kros; half a mile.
- ୭. ଏକ ମାଣ ଜମିର ଚତୁର୍ଥାଂଶ — ୭. One fourth of an acre of land.
- ୮. ଏକ ଗୌଣିର ଚତୁର୍ଥାଂଶ — ୮. One fourth of a G&aline;&uline;ni measure.
- ୯. ଏକ ଶହ ପାନର ଚତୁର୍ଥାଂଶ; ୨୫: ଟା ପାନପତ୍ର — ୯. ୨୫ betel leaves.
- ୧. ଏକ ପା ଓଜନର ବଟକରା — ୧୦. A weight of ୧/୪ seer.
- ୧୧. ଏକ ପା ମାପିବାର ପାତ୍ର — ୧୧. A measure of ୧/୪ seer.
କ୍ରିୟାପଦ -
[ସମ୍ପାଦନା](ପାଇବା କ୍ରିୟାର ଅନୁଜ୍ଞା ଅନାଦରାର୍ଥ ତୁ କର୍ତ୍ତା ସଙ୍ଗେ ବ୍ୟବହୃତ) ===
- ୧. ତୁ ପ୍ରାପ୍ତ ହୋ —୧. You do get.
- ୨. ତୁ ଭୋଗ କର —୨. You do enjoy.
ଅ
[ସମ୍ପାଦନା](କୌଣସି ଦୁଷ୍ଟ ବ୍ୟକ୍ତି କଷ୍ଟ ପାଇବାର ଦେଖି ତା ପ୍ରତି ତାତ୍ସିଲ୍ୟରେ ବ୍ୟବହୃତ)—ଆଚ୍ଛା ହେଲା ! କଷ୍ଟ ଭୋଗ କଲୁ — All right? you have got a proper reward for your act; well served !
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ପରିମାଣବିଶେଷ; ଏକ ସୋଲାର ଏକ ଏକ ଚତୁର୍ଥାଂଶ ବା କାଠ ଆଠ ତୋଳା — A unit of measurement.
[ଦ୍ରଷ୍ଟବ୍ୟ —ଅଡ଼ା ତଳେ ନୋଟ ଦେଖ]