ପାଆଁ ପଡ଼ିବା
ଦେଖଣା
ପାଆଁ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଆଁ ପଡ଼ିବା
|
(ପାଆ ପଡ଼ିବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ପାଦ ଓ ପତନ)
[ସମ୍ପାଦନା]- ୧. ଗୋଡ଼ତଳେ ପଡ଼ ଲୋଟିବା —୧. To roll at the feet of another person in suppli-cation.
- ୨. ଦାନ୍ତୋରିକୁଟା ହେବା; ଦନ୍ତରେ ତଣ ଧରି ଅନ୍ୟ ବ୍ୟକ୍ତିର ପାଦତଳେ ଲୋଟିବା —୨. To roll at the feet of another in a supplicating manner by holding a tuft of straw between the teeth.