ପାଆଁ ପଡ଼ି ଶୋଇବା
ଦେଖଣା
ପାଆଁ ପଡ଼ି ଶୋଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଆଁ ପଡ଼ି ଶୋଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପାଆଁ ପଡ଼ିବା (ଦେଖ) - Pā-āñ paṟḍ̠ibā (See)
ଆସ ହୋଇଲା ବୋଲି ପରଶଂସା କଲେ ପାଆଁ ପଡ଼ି ଶୋଇ ଆପଣା ସ୍ଥାନେ ଗଲେ—କୃଷ୍ଣସିଂହ, ମହାଭାରତ, ଶାନ୍ତି
(ପାଁ ପଡ଼ି ଶୋଇବା, ପାଁ ପୁଡ଼ି ଶୋଇବା—ଅନ୍ୟରୂପ)