ପାଆକିଆ
ଦେଖଣା
ପାଆକିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପାଇକିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପାଆକିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଏକପାଆ ପରିମାଣ ବା ଓଜନ ବିଶିଷ୍ଟ — ୧. Weighing or measuring on Pā-ā of ୧\୪ of a Seer.
- ୨. ଯେଉଁ ହାଣ୍ଡିରେ ପାଏ ଚାଉଳ ଫୁଟି ପାରେ — ୨. (an earthen pot) Capable of holding one Pua of rice while boiling.
ବିଶେଷ୍ୟ -
[ସମ୍ପାଦନା]ଏକ ପାଆ ମାପିବା ପାତ୍ର — A pot of the capacity of ୧\୪ seer.