Jump to content

ପାଆତଳିଆ

ଉଇକିଅଭିଧାନ‌ରୁ

ପାଆତଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପାଦତଳ)

[ସମ୍ପାଦନା]
୧. ପାଦତଳସ୍ଥ — ୧. Situate under one's foot.
୨. ପଦାଶ୍ରିତ (ବ୍ୟକ୍ତି); ଅନୁଗତ — ୨. Dependent on the favour of.
୩. ଅଧୀନ (ବ୍ୟକ୍ତି) — ୩. Subordinate (person)