Jump to content

ପାଆଫିଆ

ଉଇକିଅଭିଧାନ‌ରୁ

ପାଆଫିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଆଫିଟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିବାହର ପୂର୍ବଦିନ ଭଣ୍ଡାରି ଓ ଭଣ୍ଡରୁଣୀ ବର ଓ କନ୍ୟାଙ୍କ ଗୋଡ଼ରେ ଅଳତା ଦେବା ବିଧି — The ceremony of panting the feet of the bride and the bridegroom with lac on the eve of marriage.