ପାଇକଛା ମାରିବା
ଦେଖଣା
ପାଇକଛା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଇକଛା ମାରିବା
|
(ପାଇକଛା ଭିଡ଼ିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପିନ୍ଧିବା ଲୁଗାର ସାମନା ପାଖେ ଓହଳିଥିବା ଫେର କାନିକି ପୁଡ଼ା ତଳ ବାଟେ ନେଇ ଅଣ୍ଟାର ପଛଆଡ଼େ ଖୋସିବା — To tuck up the hanging front porntion of the cloth by
tucking it down between the thighs and attaching it to the back part of the waist.
ପାଇକଛା ମାରିବା
(ଫରିକଛା ମାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପିନ୍ଧା ଲୁଗାର ଫେରକୁ କୋଡ଼ିଗାତ ବାଟେ ବୁଲାଇ ଅଣ୍ଟାର ପଛ ପାଖରେ ଖୋସିବା