ପାଇକଛି
ଦେଖଣା
ପାଇକଛି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଇକଛି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦ ଓ କଛ)
[ସମ୍ପାଦନା]ପିନ୍ଧିବା ଲୁଗାର ସାମନା ପାଖରେ ତଳକୁ ଲମ୍ୱିଥିବା ଫେରକୁ ଗୋଡ଼ ସନ୍ଧି ବାଟେ ପଛଆଡ଼କୁ ନେଇ ଅଣ୍ଟାପଛେ ଖୋସିବାର ଲୁଗା ପିନ୍ଧିବା ପ୍ରଣାଳୀ — A mode of tucking back the hanging end of the loin cloth for the purpose of athletic exercise.
[ଦ୍ରଷ୍ଟବ୍ୟ —ମଲ୍ଲମାନେ ଲୁଗାକୁ ପାଇକଛା ମାରି ପିନ୍ଧନ୍ତି ଲୁଗା ପିନ୍ଧିଥିବା ଲୋକକୁ ମଧ୍ୟ କୌଣସି ଶ୍ରମ ସାଧ୍ୟ କାମ କରିବାକୁ ପଡ଼ିଲେ ସେ ଲୁଗାକୁ ପାଇକଛା ମାରେ, ତାହା ହେଲେ କାମ କଲା— ବେଳେ କୁଞ୍ଚକାନି ଆଗ ଆଡ଼େ ତଳେ ଘୁଷୁରେ ନାହିଁ ବା ଦୋହୋଲେ ନାହିଁ]