ପାଇକା
ଦେଖଣା
ପାଇକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପା ପରିମାଣବିଶେଷ; ପାଅକିଆ ମାଣ — ୧. A measure for one Pā-ā or ୧\୪ of seer.
- ୨. (ନାମ) କଟକ ଜିଲ୍ଲାରେ ମହାନଦୀର କ୍ଷୁଦ୍ରଶାଖା ନଦୀ ଦୁଇଟି — ୨. Name of two branches of the Mahānadī river in the district of Cuttack.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଛାପାଖାନାରେ ସାଧାରଣ ମଧ୍ୟଭଳି ଆକାରର ଅକ୍ଷର — The Pica type (in printing)
[ଦ୍ରଷ୍ଟବ୍ୟ —ଏହି ତିନି ପ୍ରକାର ଯଥା—ଛୋଟ ପାଇକା Small puica. ସାଧାରଣ ପାଇକା Pica; ଡବଲ ପାଇକା Double peca.]