ପାଇକାନ୍ ଜାଗିରି
(ପାଇକାଳି ଜାଗିରି—ଅନ୍ୟରୂପ)
ପାଇକମାନଙ୍କୁ ଯୁଦ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ବେତନ ପରିବର୍ତ୍ତରେ ଦିଆ ଯାଇଥିବା ଜାଗିରି ଜମି — Service tenures granted to Pāikas.