ପାଇଚ୍ଛା
ଦେଖଣା
ପାଇଚ୍ଛା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ପାଦ୍ଶହ୍; ପାଦ୍=ସିଂହାସନ+ଶାହ୍=ସ୍ୱାମୀ)
[ସମ୍ପାଦନା]ବାଦସାହା; ରାଜା; ସମ୍ରାଟ — King; emperor; sovereign.
(ଯଥା—ଝାଡ଼୍ ଖଣ୍ଡ ପାଇଛା, ହକ୍ ନାକ୍ ପାଇଛା)
- ୨. ଗଞ୍ଜପା ସାରର ୧୨: ସଂଖ୍ୟା ଯୁକ୍ତ ଚିତ୍ର; ରାଜା ଚିହ୍ନିତ ସାର — ୨. The card representing ୧୨(king) in the Gan̄japā game.
[ଦ୍ରଷ୍ଟବ୍ୟ —ଏଥିରେ ଗୋଡ଼ି ବା ରଥରେ ରାଜାଙ୍କର ଚିତ୍ର ଥାଏ]