Jump to content

ପାଇଜାମା

ଉଇକିଅଭିଧାନ‌ରୁ

ପାଇଜାମା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପାଜାମା; ତୁଳ. ସଂସ୍କୃତ - ପାଦ ଓ ଜଘାଂ)

[ସମ୍ପାଦନା]
୧. ଗୋଡ଼ ମୁଣା; ଗାଣ୍ଡି ମୁଣା; ଯେଉଁ ଗୋଡ଼ ମୁଣାର ଗୋଡ଼ ବଳାଗଣ୍ଠି ପର୍ଯ୍ୟନ୍ତ ଲମ୍ୱଥାଏ — ୧. Trousers; long drawers.
୨. ପତଲୁନ —୨. Pantaloons.
୩. ପାଣ୍ଟ —୩. Pant.