Jump to content

ପାଇଯିବା

ଉଇକିଅଭିଧାନ‌ରୁ

ପାଇଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପ୍ରାପ୍ତ ହେବା — ୧. To get.
୨. (ସ୍ଥାନରେ) ଉପସ୍ଥିତ ହେବା — ୨. To arrive at; to reach.

ସେହିକାଳେ ତାଙ୍କମାନଙ୍କ ସମୀପେ, ବ୍ୟାସ ମହଋଷି ପାଇଗଲେ ଆପେ କୃଷ୍ଣସିଂହ, ମହାଭାରତ ଆଦି

୩. (କାଳ) ଉପସ୍ଥିତ ହେବା —୩. (the tin) To come.

ପ୍ରସବ କାଳ ନିକଟେ ଯିବା ପାଇଁ ଖାଇବାକୁ କିଣି ବରାଟୁଟିଏ ନାହିଁ କୃଷ୍ଣସିଂହ, ମହାଭାରତ ବନ

୪. ଅତିବାହିତ ହେବା; ବିତି ଯିବା — ୪. To pass; to expire.

ଚାହୁଁ ଚାହୁଁ ବର୍ଷେ ପାଇଗଲା ନୀଳକଣ୍ଠ ଦାଶ, ପିଲାଙ୍କ ରାମାୟଣ

୫. (କାଳ ବା ସ୍ଥାନ)—ନିକଟବର୍ତ୍ତୀ ହେବା — ୫. To approach (a place or time).
୬. ପାହିବା; ପ୍ରଭାତ ହେବା —୬. To dawn.