ପାଉଡ଼ୀ ମେଳ
ପାଉଡ଼ୀ ଠାକୁରାଣୀଙ୍କର ୧୨: ବର୍ଷରେ ଥରେ ହେବା ଯାତ୍ରା — A festival of the Goddess Pāuṟḍ̠ī observed once in ୧୨ years.
[ଦ୍ରଷ୍ଟବ୍ୟ —ରାଜା ଅଭିରାମ ସିଂହ ଏ ଯାତ୍ରା ପ୍ରବର୍ତ୍ତିତ କରିଥିଲେ ଏଥିରେ ସଢ଼େଇକଳାର ସମସ୍ତେ ଯୋଗ ଦିଅନ୍ତି]