ପାଉଣା ନିକାଶି
ଦେଖଣା
ପାଉଣା ନିକାଶି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଉଣା ନିକାଶି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୁଇ ଜଣଙ୍କ ମଧ୍ୟରେ ପ୍ରାପ୍ୟ ଧନର ହିସାବ ପତ୍ର ହେବା ପରେ ଦିଆ ନିଆ ହେବାଦ୍ୱାରା ତହିଁରେ ନିଷ୍ପତ୍ତି — Settlement of dues and liabilities between two persons.