ପାଉଣ୍ଡିଆ
ଦେଖଣା
ପାଉଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଉଣ୍ଡିଆ
|
ଦେଶଜ - ବିଶେଷଣ - (ଇଂ ପାଉଣ୍ଡ ସଙ୍ଗେ ଓଡ଼ିଆ ଇଆ ପ୍ରତ୍ୟୟ;ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଲାଗେ ଯଥା— ୨୪: ପାଉଣ୍ଡିଆ କାଗଜ)
[ସମ୍ପାଦନା]- ୧. ଯେଉଁ ବସ୍ତୁର ଓଜନ ଏତେ ପାଉଣ୍ଡ — ୧. Of the weight of so many pounds.
- ୨. ଯେଉଂ କାଗଜର ଏକ ରିମର ଓଜନ ଏତେ ପାଉଣ୍ଡ — ୨. (paper) Of which one ream weighs so many pounds.
(ଯଥା—ଚବିଶି ପାଉଣ୍ଡିଆ ଡହଲଫୁଲ୍ସକାପ୍ କାଗଜ)