ପାଉଲା
(ପାହୁଲା—ଅନ୍ୟରୂପ)
ପାହି; ପଇସାର ଏକତୃତୀୟାଂଶ ମୁଦ୍ରା — A copper pie.
ହାଉଲେ ! ତିନି ପଇସା ପାଉଲେ—ଶିଶୁବଚନ
ସୁଉକି — One fourth of rupee; a four anna bit.