ପାଉସେରି
ଦେଖଣା
ପାଉସେରି
ଉଚ୍ଚାରଣ
[ସମ୍ପାଦନା](ପାହୁସେରି—ଅନ୍ୟରୂପ)
- ୧. ମହାଜନଙ୍କୁ ବେପାରିଠାରୁ ପଣ୍ୟଦ୍ରବ୍ୟ କିଣାଇ ଦେବା ବ୍ୟକ୍ତିର ପ୍ରାପ୍ୟ; ଦଲାଲର କମିଶନ ବା ଦସ୍ତୁରି — ୧. Commission of broker or commission agent.
- ୨. (ଲକ୍ଷଣାର୍ଥ) ଦୁଇଜଣଙ୍କ ମଧ୍ୟରେ କରାଯିବା ଦେଣ ନେଣରେ ତୃତୀୟ ବ୍ୟକ୍ତି ମଝିରେ ପାଇବା ଲାଭ — ୨. (figurative) The profit which accrues to a third person when there is some transaction between two persons.