Jump to content

ପାଏନଧାର୍ କରିବା

ଉଇକିଅଭିଧାନ‌ରୁ

ପାଏନଧାର୍ କରିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ଠାକୁରାଣୀ ମାଜଣା କରିବା; ଗ୍ରାମରେ ହଇଜା, ବସନ୍ତ ଆଦି ମାରୀଭୟ ଉପସ୍ଥିତ ହେଲେ ଗ୍ରାମ ଦେବତାଙ୍କୁ ପାଣି ଫୁଲ ଦେଇ ପୂଜା କରିବା —To worship the village Goddess on occasions of divine visitations (e.g. cholera, smallpox).