Jump to content

ପାଏନ୍

ଉଇକିଅଭିଧାନ‌ରୁ

ପାଏନ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବି—(ତୁଳ ନଦୀ ସ୍ଥାନରେ ନଏଦ୍; ରାତି ସ୍ଥଳରେ ରାଏତ୍)

[ସମ୍ପାଦନା]

ପାଣି; ଜଳ —Water.

୨. (ମେଦିନୀପୁର; ତୁଳ. ବଙ୍ଗାଳୀ - ପାଏନ୍)—ସୁନା ଝାଳିବା ପାଇଁ ବ୍ୟବହୃତ ମିଶା ଧାତୁର ପତଳା ପତ୍ର — Alloy used for joining two bits of gold.