ପାଏବନ୍ଦ୍
ଦେଖଣା
ପାଏବନ୍ଦ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଏବନ୍ଦ୍
|
(ପାଏବନ୍ଦୀ—ବି)
ବୈଦେଶିକ - ବିଣ—(ଫାରାସୀ - ପାବନ୍ଦ୍=ଆବଦ୍ଧ; ଅସ୍ୱାଧୀନ)
[ସମ୍ପାଦନା]- ୧. (କୌଣସି କର୍ଯ୍ୟରେ) ଏକାନ୍ତ ନିଯୁକ୍ତ — ୧. Busily engaged (in some work).
(ଯଥା—ମୁଁ ମକଦ୍ଦମା ପାଇଁ କଟକରେ ୩ ଦିନ ପାଏବନ୍ଦ ହେଲି)
- ୨. ଅସ୍ୱାଧୀନ; ନାଚାର; ବାଧ୍ୟ — ୨. Helpless; not free.