Jump to content

ପାଏର

ଉଇକିଅଭିଧାନ‌ରୁ

ପାଏର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବି—(ତୁଳ. ହିନ୍ଦୀ - ପାଏଡ଼୍)

[ସମ୍ପାଦନା]
୧. କ୍ଷେତ୍ରର ହିଡ଼; ଆଡ଼ି —୧. Ridge of field.
୨. ଛୋଟ ବନ୍ଧ —୨. A small embankment.