ପାଏ ପଡ଼ିବା
(ପାଏଁ ପଡ଼ିବା—ଅନ୍ୟରୂପ)
ପାଦ ତଳେ ପଡ଼ିବା; ଗୋଡ଼ ତଳେ ପଡ଼ିବା — To fall prostrate at the feet of another.
ପାଏ ପଡ଼ି ଉଠି ଶିରେ ବରପତ୍ର ଯୋଡ଼ି, ପ୍ରାଚୀ—ବ୍ରହ୍ମନିରୁପଣ ଗୀତା