Jump to content

ପାକଜ

ଉଇକିଅଭିଧାନ‌ରୁ

ପାକଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପକା+ଜନ୍ ଧାତୁ+କର୍ତ୍ତୃ. ଅ; ଲୁଣିଆପାଣିକୁ ସୂର୍ଯ୍ୟକିରଣ ବା ଅଗ୍ନିରେ ପାକ କଲେ ଯାହା ମିଳେ)

[ସମ୍ପାଦନା]
୧. ପଙ୍ଗାଲୁଣ —୧. Salt prepared by the boiling and evaporation of sea-water.
୨. ପେଟଫମ୍ପା —୨. Flatulence (M.W.).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପାକଦ୍ୱାରା ଉତ୍ପନ୍ନ — Produced by cooking or roasting.